About us
ଖବର ପ୍ଲସ ନ୍ୟୁଜ ସମ୍ପର୍କରେ :
ସ୍ମାର୍ଟଫୋନ୍, ଟାବଲେଟ୍ ର ଡିଜିଟାଲ ଯୁଗରେ ସାରା ପୃଥିବୀ ମାତ୍ର ଗୋଟିଏ କ୍ଲିକ୍ ଦୂରରେ । ଖବର ବିନା ଜୀବନ , ଚିନ୍ତାର ବାହାରେ । ହେଲେ ଜୀବନ ଜଞ୍ଜାଳ ଓ ପେଶାର ଚାପରେ, ସମୟ ନାହିଁ ହାତ ମୁଠାରେ । ଏପରି ଚାରିଛକିରେ ଖବରକୁ – ଜୀବନ୍ତ ଚିତ୍ର ଭାବେ, ଆପଣଙ୍କ ପାଖରେ, ଆପଣଙ୍କ ସୁବିଧା ଅନୁସାରେ ଦେଖିବାର ସୁଯୋଗ ଦେଉଛି ଖବର ପ୍ଲସ ନ୍ୟୁଜ । ନିଜ ଫୁରୁସତ୍ ସମୟରେ , ନିଜ ଇଚ୍ଛାରେ , ନିଜେ ଦେଖିବାକୁ ଚାହୁଁଥିବା ଖବର ଆପଣ ଦେଖିବେ ଆମ ମାଧ୍ୟମରେ । ଅନେକ ସମୀକରଣ, ଅନେକ ସମ୍ଭାବନା, ଅନେକ ପରୀକ୍ଷଣ । ଜ୍ଞାନ ଓ ସୃଜନୀଜ୍ଞାନକୁ ଏକାଠି କରି ଖବର ପ୍ଲସ ଡଟ ଇନ ମାଧ୍ୟମରେ । ପ୍ରତି ମୁହୁର୍ତରେ ଆମ ୱେବସାଇଟରେ ଅପଲୋଡ୍ ହେଉଛି ଓଡିଶାର ତାଜା ଖବର ସହ ତାଜା ଭିଡିଓ । ଏହାସହ ବିଭିନ୍ନ ପ୍ରସଙ୍ଗରେ ଖବର ପ୍ଲସ ଓଡିଶା ନ୍ୟୁଜ ପଡୁଥିବା ନ୍ୟୁଜ ବି ଆପଣ ଦେଖି ପାରୁଛନ୍ତି ଗୋଟିଏ କ୍ଲିକରେ ।

ପରିବର୍ତ୍ତନର ପରିଭାଷା ଖବର । ଜୀବନର ପରିଚୟ ବିବର୍ତ୍ତନ । ସମୟ ସହ ବିବର୍ତନ ଆମକୁ କରିଛି ଅଧିକ ଜୀବନ୍ତ, ଅଧିକ ସମୟପଯୋଗୀ । କାରଣ ଆମର ବିଶ୍ୱାସ, କ୍ରମବିକାଶ ହିଁ ବିବର୍ତ୍ତନର ପଥ ପ୍ରଦର୍ଶକ ।
Comments are closed.