ମାଳଦ୍ଵିପ ରେ ଫସିଛନ୍ତି ୪୦ ଉର୍ଦ୍ଧ ଓଡ଼ିଆ ଯୁବକ ।

0

ଗଞ୍ଜାମ : ମାଳଦ୍ଵିପ ରେ ଫସିଛନ୍ତି ୪୦ ଉର୍ଦ୍ଧ ଓଡ଼ିଆ ଯୁବକ । ୬ ମାସ ତଳେ ରୋଜଗାର ଆଶାରେ ଖଲିକୋଟ ର ୧୫ ଜଣ ଯୁବକ ସମେତ ଓଡ଼ିଶାର ୪୦ ଜଣ ଯୁବକ ମାଳଦ୍ୱିପ ଯାଇଥିଲେ । ସେଠାରେ ଏକ ମାସ କାମ କଲ ପରେ ସେଠାରେ ଠିକ୍ ରେ ଦରମା କମ୍ପାନୀ ଦେଇଥିବା ବେଳେ ତାର ପରବର୍ତ୍ତୀ ମାସ ଠାରୁ ଠିକ ରେ ଦରମା ଦେଉନି । ଖାଇବା ପାଇଁ ଟଙ୍କା କମ୍ପାନୀ ମାଗୁଥିବା ବେଳେ ରହୁଥିବା ରୁମ୍ ର ବିଦ୍ୟୁତ ବିଚ୍ଛିନ୍ନ କରି ଦେଉଛନ୍ତି କମ୍ପାନୀ କତୃପକ୍ଷ । ତେବେ ମାଳଦ୍ଵିପ ରେ ଚାଲିଥିବା ଏୟାରପୋର୍ଟ କାମ ନେଇଥିବା ଗାନ ଇଗ୍ନେସ ନାମକ କମ୍ପାନୀ କୁ ଓଡ଼ିଆ ଯୁବକ ସମେତ ଅନ୍ୟ ରାଜ୍ୟ ର ଅନେକ ଯୁବକ ଯାଇଥିବା ବେଳେ ସମସ୍ତେ ଫସି ରହିଛନ୍ତି । ସେମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ।

Related Posts
1 of 5
Leave A Reply

Your email address will not be published.

error: Content is protected !!
Latest News
ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ । ଗଞ୍ଜାମ ଜିଲ୍ଲା କବି- ସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଦୁଇ ଯୁବକ ଙ୍କୁ ଖଣ୍ଡା ରେ ସଂଘବଧ... ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି| ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ... ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ। ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି। କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.... ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗି... ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ