ଚୋର ଙ୍କ ଟାର୍ଗେଟ ରେ ମନ୍ଦିର। ପୁଣି ଖଲ୍ଲିକୋଟ ରେ ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଚୋରୀ।
ଖଲ୍ଲିକୋଟ : ଚୋର ଙ୍କ ଟାର୍ଗେଟ ରେ ମନ୍ଦିର। ପୁଣି ଖଲ୍ଲିକୋଟ ରେ ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଚୋରୀ। ତେନ୍ତୁଳିଆପଡା ରେ ଥିବା ଗୁପ୍ତେଶ୍ୱର ମନ୍ଦିର ରୁ ଚୋରୀ। ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଚୋର। ୭ରୁ ୮ ମାସ ହେଲା ଖୋଲା ହେଇନଥିଲା ମନ୍ଦିର ର ହୁଣ୍ଡି। ସୂଚନା ଥାଉକି ଗତକାଲି ବେଗୁନିଆପଡା ଅଞ୍ଚଳ ର ଏକ ମନ୍ଦିର ରୁ ଚୋରୀ ହୋଇଥିବା ବେଳେ ଖଲ୍ଲିକୋଟ ର ଏକ ମନ୍ଦିର ରୁ ମଧ୍ୟ ଚୋରୀ ହୋଇଥିଲା।